ଜେଲରୁ ଧମକ ଓ ଅପହରଣ ମାମଲାରେ ଛନ୍ଦି ହେଲେ ରମେଶ ଜେନା

ବ୍ରହ୍ମପୁର/ଗୋଳନ୍ଥରା : ବ୍ରହ୍ମପୁରର ବହୁଚର୍ଚ୍ଚିତ ଆର୍‌ଟିଆଇ କର୍ମୀ ଗଣେଶ ପଣ୍ଡା ଓରଫ୍‌ ବୁବୁ ପଣ୍ଡା ହତ୍ୟା ମାମଲାରେ ଏବେ ଛନ୍ଦି ହୋଇ ଯାଇଛନ୍ତି ସାନଖେମୁଣ୍ଡି ପୂର୍ବତନ ବିଧାୟକ ରମେଶ ଜେନା। ରମେଶ ଏବେ ଛତ୍ରପୁର ଜେଲ୍‌ରେ। ମାମଲାର ମୁଖ୍ୟ ସାକ୍ଷୀଙ୍କୁ ତାଙ୍କ ସହଯୋଗୀଙ୍କ ଜରିଆରେ ପ୍ରଥମେ ଅପହରଣ କରି ନେବା ଏବଂ ସେମାନଙ୍କୁ ଛତ୍ରପୁର ଜେଲ୍‌ରେ ପହଞ୍ଚାଇ ମୁଲାକାତ୍‌ ନାଁରେ ଧମକ୍‌ ଦେବା ଅଭିଯୋଗରେ ପୁଲିସ ରମେଶଙ୍କ ବିରୋଧରେ ମାମଲା … Continue reading ଜେଲରୁ ଧମକ ଓ ଅପହରଣ ମାମଲାରେ ଛନ୍ଦି ହେଲେ ରମେଶ ଜେନା